ଆଜିର ଦିନ ଚର୍ଚ୍ଚା

Nov 12, 2026 - 08:36
 4

ଆଜି ନଭେମ୍ବର ମାସ ୧୨ ତାରିଖ ୨୦୨୬ ମସିହା (ଗୁରୁବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*କାର୍ତ୍ତିକମାସ- ଶୁକ୍ଳପକ୍ଷ*

*ତିଥି- ତୃତୀୟା ସନ୍ଧ୍ୟା ଘ୦୬/୦୪ ଗତେ ଚତୁର୍ଥୀ*

*ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ୦୩/୦୦ ଗତେ ମୂଳା*

*ଚନ୍ଦ୍ର- ବିଛା ଦିବା ଘ୦୩/୦୦ ଗତେ ଧନୁ* 

*ଯୋଗ- ସୁକର୍ମା*

*କରଣ - ଗର*

*ସୌରମାସ- ତୁଳା ୨୭ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୫୮/୧୬

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୩୯

*ଯୋଗିନୀ ଅଗ୍ନିକୋଣେ ସନ୍ଧ୍ୟା ଘ୦୬/୦୪ ଗତେ ନୈରୁତେ*

*ତୁଳା ଓ କୁମ୍ଭ ରାଶିର ଘାତବାର*

*ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା ଓ ବାରବେଳା- ଦିବା ଘ୦୨/୧୫ ଗତେ ଘ୦୫/୦୫ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୩୪ ମଧ୍ୟେ ଓ ଘ୦୧/୫୪ ଗତେ ଘ୦୨/୧୪ମଧ୍ୟେ ଓ ରାତ୍ରି ଘ୦୬/୦୮ ଗତେ ଘ୦୯/୦୫ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ନ।ସ୍ତି