ଉତ୍କଳ ହସ୍ପିଟାଲରେ ଫାୟାର ଆଣ୍ଡ ଏମର୍ଜେନ୍ସି ବିଭାଗ, ଓଡ଼ିଶା ସରକାରଙ୍କ ସହ ଯୋଗରେ ଏକ ଫାୟାର ସେପ୍ଟି ମକ୍ ଡ୍ରିଲ୍ ସଫଳଭାବରେ ଆୟୋଜିତ ହୋଇଯାଇଅଛି|
ଭୁବନେଶ୍ବରରେ ଅବସ୍ଥିତ ଓଡ଼ିଶାର ପ୍ରମୁଖ multispeciality ହସ୍ପିଟାଲ, ଉତ୍କଳ ହସ୍ପିଟାଲରେ ଫାୟାର ଆଣ୍ଡ ଏମର୍ଜେନ୍ସି ବିଭାଗ, ଓଡ଼ିଶା ସରକାରଙ୍କ ସହ ଯୋଗରେ ଏକ ଫାୟାର ସେପ୍ଟି ମକ୍ ଡ୍ରିଲ୍ ସଫଳଭାବରେ ଆୟୋଜିତ ହୋଇଯାଇଅଛି।
ଏହି ଡ୍ରିଲ୍ରେ ପ୍ରାୟ ୩୦ ଜଣ ଅଧିକାରୀ ଏବଂ ଉଦ୍ଧାରକର୍ମୀ ଅଂଶଗ୍ରହଣ କରିଥିଲେ। ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି-ଜରୁରୀକାଳୀନ ପରିସ୍ଥିତିରେ ପ୍ରସ୍ତୁତି, ସାଧାରଣ ଓ ରୋଗୀ ସୁରକ୍ଷା ବୃଦ୍ଧି, ଏବଂ ଅଗ୍ନିନିର୍ବାପଣ ସମ୍ପର୍କିତ ପ୍ରାକଟିକାଲ୍ ଶିକ୍ଷା ପ୍ରଦାନ କରିବା ।
ଅଭ୍ୟାସରେ ନିମ୍ନଲିଖିତ ଧରଣର ଡେମୋନ୍ଷ୍ଟ୍ରେସନ୍ କରାଯାଇଥିଲା:
????ଉଚ୍ଚତଳୀୟ ଭବନରୁ ଉଦ୍ଧାର ପ୍ରକ୍ରିୟା
????ଆଧୁନିକ ଅଗ୍ନିନିର୍ବାପଣ ଯନ୍ତ୍ରପାତିର ବ୍ୟବହାର
????LPG ସିଲିଣ୍ଡର ଅଗ୍ନି ନିୟନ୍ତ୍ରଣ ପ୍ରକ୍ରିୟା
????ଫାୟାର ଏକ୍ସଟିଙ୍ଗୁଇସର୍ ବ୍ୟବହାର
????ହସ୍ପିଟାଲ ଭିତରେ ଓ ବାହାରେ ଅଗ୍ନି ପରିଚାଳନା ପ୍ରକ୍ରିୟା
????ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ : ଥିଲାହସ୍ପିଟାଲ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରି,ତତ୍କାଳୀନ ସମୟରେ ଦ୍ରୁତ ଏବଂ ସଠିକ୍ ପ୍ରତିକ୍ରିୟା ସମ୍ଭବ କରାଇବା।
ଏହି ଡ୍ରିଲ୍ର ନେତୃତ୍ୱ ନେଇଥିଲେ:
ଶ୍ରୀ ନାରାୟଣ ଦାଶ, DFO, ଭୁବନେଶ୍ୱର ସର୍କିଲ ଶ୍ରୀ ଚିନ୍ମୟ ବାରିକ, ସ୍ଟେସନ୍ ଅଫିସର୍
ଶ୍ରୀ କୁନୁ ନାୟକ, AFO
ଶ୍ରୀ ମନୋରଞ୍ଜନ ରାଉତ, A.F.O.
ଏହା ସହିତ ପ୍ରଶିକ୍ଷିତ ଫାୟାର ଫାଇଟର୍ ଟିମ୍ ଅଂଶଗ୍ରହଣ କରିଥିଲେ।
ଉତ୍କଳ ହସ୍ପିଟାଲର ପ୍ରମୁଖ କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରେ :
ଶ୍ରୀ ବି. କେ. ସୁବୋଧ ସିଂହ, CEO, ଉତ୍କଳ ହସ୍ପିଟାଲ
ଶ୍ରୀ ସେଖ୍ ସିକନ୍ଦର, G.M. (ପ୍ରୋଜେକ୍ଟ ଏବଂ ମେଣ୍ଟେନlନ୍ସ)
ଶ୍ରୀ ସତ୍ୟଜିତ ସାହୁ, ଫାୟାର ଅଫିସର୍
ଶ୍ରୀ ଅରୁଣ ଖିଲାର, CEO
ଶ୍ରୀ ସନ୍ଦୀପ ନାୟକ, H.R. Head
ଶ୍ରୀ ତନ୍ମୟ ଚୌଧୁରୀ, G.M. (ହସ୍ପିଟାଲିଟି ଏବଂ ଆଡମିନିଷ୍ଟ୍ରେସନ୍)
ଡ଼ଃ ଜ୍ୟୋତିସ୍ମୟ ମହାପାତ୍ର, Senior Manager (Operations)
ଶ୍ରୀ ବିଶ୍ୱଜିତ ଦାଶ, ଚିଫ୍ ସିକ୍ୟୁରିଟି ଅଫିସର୍