ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବଡ଼ ଧରଣର ଉଛେଦ ଅଭିଯାନ...

Feb 27, 2026 - 13:55
 27
ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବଡ଼ ଧରଣର ଉଛେଦ ଅଭିଯାନ...

ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବଡ଼ ଧରଣର ଉଛେଦ ଅଭିଯାନ...

କ୍ୟାପିଟାଲ ହସ୍ପିଟାଲ ନିକଟରେ ଡ୍ରେନ୍ ଉପରେ ଥିବା ଘର ଉପରେ ବୁଲଡୋଜର 

ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ଚାଲିଲା ବୁଲଡୋଜର 

ଯାତାୟତ ସୁବିଧା ବୃଦ୍ଧି ଲକ୍ଷ୍ୟରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଛି।

ଖୁବ ଶୀଘ୍ର BMC ଅନ୍ତର୍ଗତ ସମସ୍ତ ଅଞ୍ଚଳ କୁ ନେଇ ହେବ ଉଛେଦ 

ଆବଶ୍ୟକ ପଡ଼ି ନ ପରେ ପୂର୍ବ ସୂଚନା 

ଗୋଟିଏ ଘଟଣାକୁ କୁ ନେଇ ସମସ୍ତେ ସାବଧାନ ହୋଇଯିବା ଦରକାର ବୋଲି ବ୍ୟବସ୍ଥାରେ ରହିଛି