ଓଡିଶା କ୍ରିକେଟ ଟିମ ର ନୂଆ ରୂପରେଖ...

May 18, 2026 - 08:03
 12
ଓଡିଶା କ୍ରିକେଟ ଟିମ ର ନୂଆ ରୂପରେଖ...

ପ୍ରଭଞ୍ଜନ ମଲ୍ଲିକ ହେଲେ ଓଡ଼ିଶା କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍

ଓଡ଼ିଶା ପୁରୁଷ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ

୨୦୨୬-୨୭ ସିଜିନ୍‌ ପାଇଁ ଦାୟିତ୍ୱ ସମ୍ଭାଳିବେ ପୂର୍ବତନ ରଣଜୀ ଖେଳାଳି ପ୍ରଭଞ୍ଜନ

ପ୍ରଭଞ୍ଜନ ପୂର୍ବରୁ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ଥିଲେ

୮୮ଟି ପ୍ରଥମ ଶ୍ରେଣୀ ଓ ୫୬ଟି ଲିଷ୍ଟ A ମ୍ୟାଚ୍‌ ଖେଳିଛନ୍ତି ପ୍ରଭଞ୍ଜନ

ଓଡ଼ିଶା କ୍ରିକେଟ୍‌ ଏକାଡେମୀର ବୈଷୟିକ ନିର୍ଦ୍ଦେଶକ ହେଲେ ଶାନ୍ତନୁ ଘୋଷ