ଓଡିଶା ବିଧାନସଭା ହାଲ ଚାଲ...
ଓଡିଶା ବିଧାନସଭା ହାଲ ଚାଲ...
ଅନିର୍ଦ୍ଦିଷ୍ଟ କାଳ ପାଇଁ ଓଡ଼ିଶା ବିଧାନସଭା ମୁଲତବି କଲେ ବାଚସ୍ପତି ସୁରମା ପାଢ଼ୀ।
୫ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ମୁଲତବି କଲେ ବାଚସ୍ପତି।
ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇଥିଲା ବଜେଟ୍ ଅଧିବେଶନ।
ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଆରମ୍ଭ ହୋଇଥିଲା।
ଗତକାଲି ରାତି ୧୨ଟା ୩୯ ଯାଏଁ ଚାଲିଥିଲା ବିଧାନସଭା।
ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ବିଲ୍ ହୋଇଥିଲା ପାରିତ।
ରାତି ୮.୩୦ରୁ ସାଢ଼େ ୧୨ଟା ଯାଏଁ ଏହି ବିଲ୍ ଉପରେ ହୋଇଥିଲା ଆଲୋଚନା।
ପ୍ରତ୍ୟାହୃତ ହୋଇଛି ବିଧାୟକ ଦରମା ବୃଦ୍ଧି ସଂଶୋଧନ ବିଲ୍।