ଡାକ୍ତରମାନଙ୍କ ସୁରକ୍ଷା ପାଇଁ ନିଆଯିବ କଡା ବ୍ୟବସ୍ଥା...

Apr 17, 2026 - 13:57
 12
ଡାକ୍ତରମାନଙ୍କ ସୁରକ୍ଷା ପାଇଁ ନିଆଯିବ କଡା ବ୍ୟବସ୍ଥା...

ଡାକ୍ତରଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି।

ରାଜ୍ୟର ୧୪ଟି ମେଡିକାଲ କଲେଜରେ ନିଯୁକ୍ତ ହେବେ ସିକ୍ୟୁରିଟି ଅଫିସର୍‌ 

ଅତିରିକ୍ତ SP, DSP କିମ୍ବା ଡେପୁଟି କମାଣ୍ଡାଣ୍ଟ ରାଙ୍କର ଅଫିସରଙ୍କୁ ମିଳିବ ନିଯୁକ୍ତି। 

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ଇନ୍ସପେକ୍ଟର ରାଙ୍କର ଅଫିସରଙ୍କୁ ମିଳିବ ଦାୟିତ୍ୱ। 

ସମସ୍ତ ମେଡିକାଲ କଲେଜରେ ରହିବ ସ୍ୱତନ୍ତ୍ର ପୁଲିସ ଫାଣ୍ଡି।

ପୋଲିସ ର କଡା ନଜରରେ ରହିବ ଡାକ୍ତରଖାନା 

ସାମାନ୍ୟ ବିଶୃଙ୍ଖଳାକୁ ଗ୍ରହଣ କରାଯିବ ନାହିଁ 

କୌଣସି ପରିସ୍ଥିତିରେ ପୋଲିସ ପୋଲିସ ନେବ ଆକ୍ସନ