ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୦୩ ତାରିଖ ୨୦୨୬ ମସିହା (ଶନିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- କୃଷ୍ଣପକ୍ଷ*
*ତିଥି- ସପ୍ତମୀ ଦିବା ଘ୦୮/୩୪ ଗତେ ଅଷ୍ଟମୀ*
*ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୦୨/୪୦ ଗତେ ପୁନର୍ବସୁ*
*ଚନ୍ଦ୍ର- ମିଥୁନ*
*ଯୋଗ- ବାରୀୟ।ନ୍*
*କରଣ - ବବ*
*ସୌରମାସ- କନ୍ୟା ୧୭ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୨/୪୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୩୨
*ଯୋଗିନୀ ବାୟବ୍ୟେ ଦିବା ଘ୦୮/୩୪ ଗତେ ଐଶ।ନ୍ୟେ*
*କନ୍ୟା ରାଶିର ଘାତଚନ୍ଦ୍ର*
*ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର*
*ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୄତେ ଦିବା ଘ୧୦/୪୬ ଗତେ ଏକପାଦ ଓ ରାତ୍ରି ଘ୦୨/୪୦ ଗତେ ଦ୍ଵିପ।ଦ ପୁଷ୍କରଦୋଷ*
କାଳବେଳା -ଦିବା ଘ୦୭/୧୨ ମଧ୍ୟେ ଓ ଦିବା ଘ୦୪/୦୦ ଗତେ ଘ୦୫/୩୦ ମଧ୍ୟେ
ବାରବେଳା - ଦିବା ଘ୦୧/୦୪ ଗତେ ଘ୦୨/୩୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୭ ଗତେ ଘ୦୯/୪୨ ମଧ୍ୟେ ଓ ଘ୧୨/୦୪ ଗତେ ଘ୦୧/୦୩ମଧ୍ୟେ ଓ ରାତ୍ରି ଘ୧୨/୪୪ ଗତେ ଘ୦୨/୨୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୨୧ ଗତେ ଘ୦୩/୦୮ମଧ୍ୟେ
ଆଜି ତାଳ ଦିବା ଘ୦୮/୩୪ ଗତେ ନଡ଼ିଆ ଭକ୍ଷଣ ନିଷେଧ