ଆଜିର ଦିନ ଚର୍ଚ୍ଚା

Oct 5, 2026 - 07:49
 3

ଆଜିର ଦିନ ଚର୍ଚ୍ଚା

ଆଜି ଅକ୍ଟୋବର ମାସ ୦୫ ତାରିଖ ୨୦୨୬ ମସିହା (ସୋମବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*ଆଶ୍ୱିନମାସ- କୃଷ୍ଣପକ୍ଷ*

*ତିଥି- ଦଶମୀ ରାତ୍ରି ଘ୦୨/୨୭ ଗତେ ଏକାଦଶୀ*

*ନକ୍ଷତ୍ର- ପୁଷ୍ୟା ଦିବା ଘ୧୨/୦୮ ଗତେ ଅଶ୍ଳେଷା*

*ଚନ୍ଦ୍ର- କର୍କଟ*

*ଯୋଗ- ଶିବ*

*କରଣ - ବାଣିଜ୍ଯ*

*ସୌରମାସ- କନ୍ୟା ୧୯ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୨/୫୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୫୨

*ଯୋଗିନୀ ଉତ୍ତରେ ରାତ୍ରି ଘ୦୨/୨୭ ଗତେ ଅଗ୍ନିକୋଣେ**

*ମିଥୁନରାଶି ର ଘାତବାର*

*ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା-ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ

ବାରବେଳା - ଦିବା ଘ୦୨/୩୦ ଗତେ ଘ୦୪/୦୦ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୦ ମଧ୍ୟେ ଓ ଘ୦୮/୪୨ ଗତେ ଘ୦ଲ୧୧/୧୮ ମଧ୍ୟେ ଓ ରାତ୍ରି ଘ୦୭/୫୪ ଗତେ ଘ୧୧/୦୬ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଆଜି କଳମଶାଗ ଭକ୍ଷଣ ନିଷେଧ