ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୦୪ ତାରିଖ ୨୦୨୬ ମସିହା (ରବିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- କୃଷ୍ଣପକ୍ଷ*
*ତିଥି- ଅଷ୍ଟମୀ ଦିବା ଘ୦୬/୨୪ ଗତେ ନବମୀ*
*ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୧/୨୨ ଗତେ ପୁଷ୍ୟା*
*ଚନ୍ଦ୍ର- ମିଥୁନ ରାତ୍ରି ଘ୦୭/୪୩ ଗତେ କର୍କଟ*
*ଯୋଗ- ପରିଘ*
*କରଣ - କୌଳବ*
*ସୌରମାସ- କନ୍ୟା ୧୮ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୨/୪୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦/୪୨
*ଯୋଗିନୀ ଐଶ।ନ୍ୟେ ଦିବା ଘ୦୬/୨୪ ଗତେ ପୂର୍ବେ*
*କନ୍ୟା ରାଶିର ଘାତଚନ୍ଦ୍ର*
*ମେଷ ରାଶି ର ଘାତବାର*
*ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୄତେ ଦ୍ଵିପ।ଦ ଓ ରାତ୍ରି ଘ୦୧/୨୨ ଗତେ ଏକପାଦ ପୁଷ୍କରଦୋଷ*
କାଳବେଳା ଓ ବାରବେଳା - ଦିବା ଘ୧୦/୦୬ ଗତେ ଘ୦୧/୦୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୦ ଗତେ ଘ୦୮/୫୪ ମଧ୍ୟେ ଓ ଘ୦୧/୦୬ ଗତେ ଘ୦୩/୧୮ ମଧ୍ୟେ ଓ ରାତ୍ରି ଘ୦୭/୫୫ ଗତେ ଘ୦୯/୩୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୫ ଗତେ ଘ୦୪/୫୫ ମଧ୍ୟେ
ଆଜି ଲାଉ ଭକ୍ଷଣ ନିଷେଧ