ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୦୬ ତାରିଖ ୨୦୨୬ ମସିହା (ମଙ୍ଗଳବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- କୃଷ୍ଣପକ୍ଷ*
*ତିଥି- ଏକାଦଶୀ ରାତ୍ରି ଘ୧୨/୪୪ ଗତେ ଦ୍ୱାଦଶୀ*
*ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୧୧/୦୭ ଗତେ ମଘା*
*ଚନ୍ଦ୍ର- କର୍କଟ ରାତ୍ରି ଘ୧୧/୦୭ ଗତେ ସିଂହ*
*ଯୋଗ- ସିଦ୍ଧି*
*କରଣ - ବବ*
*ସୌରମାସ- କନ୍ୟା ୨୦ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୩/୦୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୦୨
*ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୨/୪୪ ଗତେ ନୈରୁତକୋଣେ**
*ମକର ରାଶି ର ଘାତବାର*
*ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା-ଦିବା ଘ୦୧/୦୦ ଗତେ ଘ୦୨/୩୦ ମଧ୍ୟେ
ବାରବେଳା - ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୦ ମଧ୍ୟେ ଓ ଘ୦୮/୪୧ ଗତେ ଘ୧୧/୧୯ ମଧ୍ୟେ ଓ ରାତ୍ରି ଘ୦୭/୫୩ ଗତେ ଘ୦୮/୪୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୫/୫୩ ଗତେ ଘ୦୭/୫୧ ମଧ୍ୟେ
ଆଜି ଶିମ୍ବ ଭକ୍ଷଣ ନିଷେଧ