ଆଜିର ଦିନ ଚର୍ଚ୍ଚା

Oct 7, 2026 - 08:05
 4

ଆଜି ଅକ୍ଟୋବର ମାସ ୦୭ ତାରିଖ ୨୦୨୬ ମସିହା (ବୁଧବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*ଆଶ୍ୱିନମାସ- କୃଷ୍ଣପକ୍ଷ*

*ତିଥି- ଦ୍ୱାଦଶୀ ରାତ୍ରି ଘ୧୧/୧୫!ଗତେ ତ୍ରୟୋଦଶୀ*

*ନକ୍ଷତ୍ର- ମଘା ରାତ୍ରି ଘ୧୦/୨୦ ଗତେ ପୂର୍ବା ଫା*

*ଚନ୍ଦ୍ର- ସିଂହ*

*ଯୋଗ- ସାଧ୍ୟ*

*କରଣ - କୌଳବ*

*ସୌରମାସ- କନ୍ୟା ୨୧ ଦିନ*

????ସୂର୍ୟୋଦୟ- ପ୍ରାତଃ ଘ୦୫/୪୩/୧୯

????ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୮/୧୨

*ଯୋଗିନୀ ନୈରୁତକୋଣେ ରାତ୍ରି ଘ୧୧/୧୫ ଗତେ ଦକ୍ଷିଣେ*

*କର୍କଟ ଓ ମକର ରାଶିର ଘାତଚନ୍ଦ୍ର*

*କର୍କଟ ରାଶି ର ଘାତବାର*

*ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

????କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୦ ମଧ୍ୟେ

????ବାରବେଳା - ଦିବା ଘ୧୧/୩୯ ଗତେ ଘ୦୧/୧୦ ମଧ୍ୟେ

????ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୦ ମଧ୍ୟେ ଓ ଘ୦୭/୨୦ ଗତେ ଘ୦୮/୦୬ ମଧ୍ୟେ ଓ ଘ୧୦/୩୦ ଗତେ ଘ୧୧/୩୮ ମଧ୍ୟେ

????ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୩୦ ଗତେ ଘ୦୭/୧୮ ମଧ୍ୟେ

ଆଜି ପୋଇ ଭକ୍ଷଣ ନିଷେଧ