ପଖାଳ ଖିଆରେ ଦୁଇ କୋଟି ରୁ ଅଧିକ ଖର୍ଚ୍ଚ ନେଇ ବିବାଦ...
ପଖାଳ ଖିଆରେ ଦେଢ଼ରୁ ଦୁଇ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଲ୍ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ତୀବ୍ର ବିତର୍କ। କାରଣ, ପଖାଳ ଦିବସ ପାଳନ ପାଇଁ ମୋହନ ସରକାର ଖର୍ଚ୍ଚ କରିଛନ୍ତି ଦେଢ଼ରୁ ଦୁଇ କୋଟି ଟଙ୍କା, ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।