ଆଜିର ଦିନ ଚର୍ଯ୍ୟା
ଦିନ ଚର୍ଯ୍ୟା
ଅଦ୍ୟ ଅଗଷ୍ଟ ମାସ ୦୧ ତାରିଖ ୨୦୨୬ ମସିହା (ଶନିବାର)
ଶକାବ୍ଦ -୧୯୪୮
ସମ୍ବତ୍ -୨୦୮୩
ଦିଲ୍ଲୀଶ୍ବରାବ୍ଦ -୧୪୩୩
ସମ୍ବତ୍ସର- ରୌଦ୍ର
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ତୃତୀୟା ରାତ୍ରି ଘ୧୦/୫୮ ଗତେ ଚତୁର୍ଥୀ
ନକ୍ଷତ୍ର- ଶତଭିଷା ରାତ୍ରି ଘ ୦୯/୨୦ ଗତେ ପୂର୍ବଭାଦ୍ର
ଚନ୍ଦ୍ର- କୁମ୍ଭ
ଯୋଗ- ଶୋଭନ
କରଣ - ବାଣିଜ୍ୟ
ସୌରମାସ- କର୍କଟ ୧୬ ଦିନ
ସୂର୍ୟୋଦୟ- ପ୍ରାତଃ ଘ୦୫/୨୬/୩୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୩୦
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୦/୫୮ ଗତେ ନୈରୁତେ
ମିଥୁନ ଓ ଧନୁ ରାଶିର ଘାତଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
*ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ଏକ ପାଦ ଓ ରାତ୍ରି ଘ୦୯/୨୦ ଗତେ ଦ୍ଵିପାଦ ପୁଷ୍କର ଦୋଷ*
କାଳବେଳା-ପ୍ରା ଘ୦୭/୦୩ ମଧ୍ୟେ ଓ ଦିବା ଘ୦୪/୪୦ ଗତେ ଘ୦୬/୧୯ ମଧ୍ୟେ
ବାରବେଳା- ଦିବା ଘ୦୧/୩୦ ଗତେ ଘ୦୩/୦୮ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୨୬ ଗତେ ଘ୦୭/୩୭ ମଧ୍ୟେ ଓ ରାତ୍ରି ଘ୦୮/୩୪ ଗତେ ଘ୧୧/୦୫ ମଧ୍ୟେ ଓ ରାତ୍ରି ଘ୧୨/୪୫ ଗତେ ଘ୦୨/୨୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନ।ସ୍ତି*
ଅଦ୍ୟ ପୋଟଳ ରାତ୍ରି ଘ୧୦/୫୮ ଗତେ ମୂଳା ଭକ୍ଷଣ ନିଷେଧ