ପୋଲିସ କର୍ମୀଙ୍କ ବିଦାୟକାଳୀନ ସମ୍ଭର୍ଶନା...

Sep 1, 2026 - 14:44
 5
ପୋଲିସ କର୍ମୀଙ୍କ ବିଦାୟକାଳୀନ ସମ୍ଭର୍ଶନା...

ଆଜି କମିଶନରେଟ୍ ପୋଲିସ୍ ପରିବାର ପକ୍ଷରୁ ୭ ଜଣ ଅବସରପ୍ରାପ୍ତ ପୋଲିସ କର୍ମୀମାନଙ୍କୁ ବିଦାୟକାଳୀନ ସମ୍ବଦ୍ଧନା ଦିଆଯାଇଛି |

ଓପିଏସ୍ (ଏସ୍ଏଜି), ଡିସିପି - ଶ୍ରୀ ସୁରେନ୍ଦ୍ର ନାଥ ମୁର୍ମୁ

ଏସ୍.ଆଇ - ଶ୍ରୀ ରାଘବ ଚନ୍ଦ୍ର ସାମଲ

ଏ.ଏସ୍.ଆଇ - ଶ୍ରୀ ସୁରେନ୍ଦ୍ର କୁମାର ସ୍ବାଇଁ

କନେଷ୍ଟବଳ - ଶ୍ରୀ କମଳ ଲୋଚନ ଜେନା

କନେଷ୍ଟବଳ - ଶ୍ରୀ ପ୍ରଶାନ୍ତ କୁମାର ଖୁଣ୍ଟିଆ

କନେଷ୍ଟବଳ - ଶ୍ରୀ ଶ୍ରୀ ଜୟରାମ ଜେନା

ଧୋବି - ଶ୍ରୀ ବାବାଜୀ ଚରଣ ସେଠୀ

ଅଦମ୍ୟ ଉତ୍ସାହ ଏବଂ ଦୃଢ଼ ନିଷ୍ଠା ସହିତ ଜନସାଧାରଣଙ୍କର ସୁରକ୍ଷା ପାଇଁ ଆପଣମାନଙ୍କର ଅବଦାନ ପ୍ରଶଂସନୀୟ ।

ଆପଣମାନଙ୍କର ଅବସର ଜୀବନ ନିରୋଗ, ସ୍ବାସ୍ଥ୍ୟମୟ ଏବଂ ଶାନ୍ତିପୂର୍ଣ୍ଣ ହେଉ। ଜୀବନର ଏହି ଦ୍ବିତୀୟ ପାଳି ଆପଣଙ୍କ ପାଇଁ ଢେର ସାରା ଖୁସି ଓ ସମୃଦ୍ଧି ନେଇ ଆସୁ।