ବିଶ୍ୱ ପାକଶାଳା ଉଦ୍ୟାନ ଦିବସ ପାଳିତ
ଭୁବନେଶ୍ବର : କିଚେନ୍ ଗାର୍ଡେନର୍ସ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱରସ୍ଥିତ ସ୍ଥିତ ରାଜ୍ୟ ମାନ ନିୟନ୍ତ୍ରଣ ପରୀକ୍ଷାଗାରଠା ରଠାରେ ବିଶ୍ଵ ପାକଶାଳା ଉଦ୍ୟାନ ଦିବସ ପାଳିତ ହୋଇଯାଇଛି। ଛି। ରାସାୟନିକମୁକ୍ତ ଖାଦ୍ୟ, , କିଚେନ୍ ଗାର୍ଡେନିଂ ଓ ସ୍ଥାୟୀ ସହରୀ କୃଷିକୁ କୃଷିକୁ ପ୍ରୋତ୍ସାହନ ଦେ ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଲା। ଇ.ବି.ସି ଜେନାଙ୍କ ସଭାପତିତ୍ୱରେ ଉଦ୍ଘାଟନୀ ଅଧୂବେସନରେ ସିୱ ସିଓ୍ୱାଇଏସ୍ଡି ମେଣ୍ଟର ତଥା ପୂର୍ବତନ ରାଜ୍ୟ ସୂଚନା କମିଶନର ଡଃ. ଜଗଦାନନ୍ଦ ନନ୍ଦ ମୁଖ୍ଯ ଅତିଥ୍ ଭାବେ ଯୋଗଦେଇଥିଲେ। ଓଡିଶାର ପୂର୍ବତନ ତନ ଅର୍ଥ ମନ୍ତ୍ରୀ ତଥା ଆସୋସିଏସନ୍ର ଉପ-ସଭାପତି ପଞ୍ଚାନନ କାନୁନ୍ଗୋ ଓ ପଦ୍ମଶ୍ରୀ ପଦ୍ମଶ୍ରୀ ସାବରମତି ସମ୍ମାନିତ ଅତିଥ୍ ତିଥ୍ ଭାବେ ଏଥିରେ ଯୋଗଦେଇଥିଲେ।
କିଚେନ୍ ଗାର୍ଡେନର୍ସ ଅ ଆସୋସିଏସନ୍ର ଅଧ୍ଯକ୍ଷ ପ୍ରଶାନ୍ତ ଧଳ ସ୍ବାଗତ ଭାଷଣ ଦେଇଥିବା ବେଳେ ଏନ୍.ସି. ଏନ୍.ଏଫ୍ ଓଡିଶା ରାଜ୍ୟ ଆବାହକ ତଥା ଥା ଆସୋସିଏସନ୍ର ଟ୍ରଷ୍ଟି ଏକାଦଶୀ ନନ୍ଦୀ ଉଦ୍ଘାଟନୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। କିଚେନ୍ ଗାର୍ଡେନର୍ସ ଆସୋସିଏସନ୍ର ମ୍ୟାନେଜିଂ ଟ୍ରଷ୍ଟି ମହେଶ୍ଵର ଖ୍ଲାର ବାର୍ଷିକ ବିବରଣୀ ବି ଉପସ୍ଥାପନା କରିଥିଲେ। ଅତିଥିମାନେ ନିଜ ଖାଦ୍ୟ ନିଜେ ଉତ୍ପାଦନ କରିବା ବା, ରସାୟନିକମୁକ୍ତ ଖାଦ୍ୟ ପଦ୍ଧତି ଅବଲମ୍ବନ କରିବା ଏବଂ ଖାଦ୍ୟ ପାଇଁ ବଜାର ଉପରେ ଅଧୂକ ନିର୍ଭରଶୀଳ ନରହିବା ଉପ କରିଥିବା ସହ ପ୍ରାକୃତିକ ଓ ଜୈବିକ ଖାଦ୍ୟର ଆବଶ୍ୟକତା ଉପରେ ଆହ୍ଵାନ ଦେଇଥେଳେ ପ୍ରୟାସ ପରିବେଶ ସୁରକ୍ଷା ଓ ଅଙ୍ଗାରକାମ୍ଳ ହ୍ରାସ ଦିଗରେ ମୂଲ୍ୟବାନ ଅବଦାନ ରଖି ରଖିପାରିବ ବବୋଲି ସେମାନେ କହିଥିଲେ। ଉପରେ ଗୁରୁତ୍ବାରୋପ ଲେ। ଛୋଟ ଛୋଟ
ଛାତ, ଉଦ୍ୟାନ ଓ କିଚେନ୍ ଗାର୍ଡେନିଂ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁ କରୁଥିବା ସ୍ଵେଚ୍ଛାସେବୀ ଓ ଉଦ୍ୟାନ ପ୍ରେମୀମାନଙ୍କୁ ଡଃ. ପର୍ଶୁରାମ ଧଳ ଜନ୍ମ ଶତ ବାର୍ଷିକୀ ସ୍ମାରକୀ ପୁରସ୍କାରରେ )ରେ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ପ୍ରାକୃତିକ କୃଷି, କିଚେନ୍ ଗାର୍ଡେନିଂ, ଦେଶୀ ବିହନ ଓ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥା ସମ୍ପର୍କୀତ ନୀତ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍ ମଧ୍ଯ ଖୋଲାଯାଇଥିଲା।
ସମାଗମ ଭୁବନେଶ୍ୱରରେ ସହରୀ କୃଷକ, କିଚେନ୍ ଗାର୍ଡେନର, ବିଶେଷଜ୍ଞ ଓ ପରିବେଶ ପ୍ରେମୀ ମାନଙ୍କର ଏହି ସୁସ୍ଥ ଖାଦ୍ୟ, ପୁଷ୍ଟି ସୁରକ୍ଷା, ପରିବେଶ ସୁକ୍ଷା ଓ ସ୍ଥାୟୀ ଭବିଷ୍ୟତ ଗଠନରେ କିଚେନ୍ ଗାର୍ଡେନିଂର ର୍ଡେନିଂର ଗୁରୁତ୍ବକୁ ପୁନର୍ବାର ପ୍ରତିପାଦିତ କରିଛି।