ଅଜିର ଦିନ ଚର୍ଚ୍ଚା
ଅଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୦୪ ତାରିଖ ୨୦୨୬ ମସିହା (ଶୁକ୍ରବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- କୁଷ୍ଣପକ୍ଷ*
*ତିଥି- ଅଷ୍ଟମୀ ରାତ୍ରି ଘ୨୨/୩୭ ଗତେ ନବମୀ*
*ନକ୍ଷତ୍ର- ରୋହିଣୀ ରାତ୍ରି ଘ୧୨/୦୪ ଗତେ ମୃର୍ଗଶିର।*
*ଚନ୍ଦ୍ର-ବୃଷ*
*ଯୋଗ- ହର୍ଷନ*
*କରଣ - ବାଳବ*
*ସୌରମାସ- ସିଂହ ୧୯ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୫/୧୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୫୦
*ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୨/୩୭ ଗତେ ପୂର୍ବେ*
*ବିଛା ରାଶିର ଘାତଚନ୍ଦ୍ର*
*ବିଛା,ଧନୁ ଓ ମୀନ ରାଶିର ଘାତବାର*
*ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ ବାରବେଳା- ଦିବା ଘ୦୮/୩୭ ଗତେ ଘ୧୧/୪୯ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୨ ମଧ୍ୟେ ଓ ଘ୦୮/୦୦ ଗତେ ଘ୦୮/୩୯ ମଧ୍ୟେ ଓ ଘ୧୨/୪୯ ଗତେ ଘ୦୨/୨୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୪୫ ଗତେ ଘ୧୧/୩୪ ମଧ୍ୟେ
ଆଜି ନଡ଼ିଆ ଭକ୍ଷଣ ନିଷେଧ