ଭୁବନେଶ୍ୱର ମହା ନଗର ନିଗମର ପୂର୍ବତନ କାଉନସିଲର ଓ କାର୍ପୋରେଟ ମାନଙ୍କୁ ନେଇ ଗଠିତ ୱେଲଫାୟାର ଟ୍ରଷ୍ଟ ର ସଦସ୍ୟମାନଙ୍କୁ ନେଇ ୫ ଦଫା ସମ୍ବଳିତ ଦାବୀ ସରକାର ଙ୍କ ନିକଟରେ ସାମ୍ବାଦିକ ସମିଳନୀ ମାଧମରେ ପ୍ରଦାନ କରିଥିଲେ

ଏହି କାର୍ଯ୍ୟକ୍ରମ ଟ୍ରଷ୍ଟର ସଭାପତି ରମାନାଥ ସାମନ୍ତରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ଟ୍ରଷ୍ଟର ସମ୍ପାଦକ ରାଜେନ୍ଦ୍ର ସମାର୍ଥ ଧନ୍ୟବାଦ ଜଣାଇଥିଲେ ||