ଭୁବନେଶ୍ୱର ର ନୂଆ DCP ସର୍ବଣା ବିବେକ ଏମ...
ଆଇପିଏସ ସ୍ତରରେ ଅଦଳବଦଳ କଲେ ଓଡ଼ିଶା ସରକାର।
ସର୍ବଣା ବିବେକ ଏମ୍ ହେଲେ ଭୁବନେଶ୍ବର ଡିସିପି।
ଅଭିନବ ସୋନକର ହେଲେ ବ୍ରହ୍ମପୁର ଏସ୍ପି।
ଅଜିଙ୍କ୍ୟ ବି ମାନେ ହେଲେ ଢେଙ୍କାନାଳ ଏସ୍ପି।
ସେହିପରି, ଏ.ବି. ଶିଳ୍ଫାଙ୍କୁ ମିଳିଲା ଏସ୍ଡିପିଓ ବରଗଡ଼ ଦାୟିତ୍ବ।