ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୦୮ ତାରିଖ ୨୦୨୬ ମସିହା (ରବିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*କାର୍ତ୍ତିକମାସ- କୃଷ୍ଣପକ୍ଷ*
*ତିଥି- ଚତୁର୍ଦ୍ଦଶୀ ଦିବା ଘ୧୧/୦୫ ଗତେ ଅମାବାସ୍ୟା*
*ନକ୍ଷତ୍ର- ଚିତ୍ରା ପ୍ରାତଃ ଘ୦୬/୧୬ ଗତେ ସ୍ୱାତୀ*
*ଚନ୍ଦ୍ର- ତୁଳା*
*ଯୋଗ- ଆୟୁଷ୍ମ।ନ*
*କରଣ - ଶକୁନି*
*ସୌରମାସ- ତୁଳା ୨୩ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୫୫/୫୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୧୬
*ଯୋଗିନୀ ପଶ୍ଚିମେ ଦିବା ଘ୧୧/୦୫ ଗତେ ଐଶ।ନ୍ୟେ*
*ମେଷ ରାଶିର ଘାତବାର*
*ଅମାବାସ୍ୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ ବାରବେଳା- ଦିବା ଘ୧୦/୦୫ ଗତେ ଘ୧୨/୫୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୩ ମଧ୍ୟେ ଓ ଘ୧୨/୫୬ ଗତେ ଘ୦୩/୩୦ ମଧ୍ୟେ ଓ ଘ୦୭/୩୦ ଗତେ ଘ୦୯/୦୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୭ ଗତେ ଘ୦୫/୦୫ ମଧ୍ୟେ
ଆଜି ବିରି ଦିବା ଘ୧୧/୦୫ ଗତେ ଆମିଷ ଭକ୍ଷଣ ନିଷେଧ