ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୦୭ ତାରିଖ ୨୦୨୬ ମସିହା (ଶନିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*କାର୍ତ୍ତିକମାସ- କୃଷ୍ଣପକ୍ଷ*
*ତିଥି- ତ୍ରୟୋଦଶୀ ଦିବା ଘ୧୦/୨୭ ଗତେ ଚତୁର୍ଦ୍ଦଶୀ*
*ନକ୍ଷତ୍ର- ଚିତ୍ରା*
*ଚନ୍ଦ୍ର- କନ୍ୟା ସନ୍ଧ୍ୟା ଘ୦୫/୪୩ ଗତେ ତୁଳା*
*ଯୋଗ- ପ୍ରୀତି*
*କରଣ - ବାଣିଜ୍ୟ*
*ସୌରମାସ- ତୁଳା ୨୨ ଦିନ*
????ସୂର୍ୟୋଦୟ- ପ୍ରାତଃ ଘ୦୫/୫୫/୨୦
????ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୪୬
*ଯୋଗିନୀ ଦକ୍ଷିଣେ ଦିବା ଘ୧୦/୨୭ ଗତେ ପଶ୍ଚିମେ*
*ବୃଷ,ସିଂହ ଓ କନ୍ୟା ରାଶିର ଘାତବାର*
*ବୃଷ ରାଶିର ଘାତଚନ୍ଦ୍ର*
*ଚତୁର୍ଦ୍ଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା-ଦିବା ଘ୦୭/୧୯ ମଧ୍ୟେ ଓ ଦିବା ଘ୦୩/୪୪ ଗତେ ଘ୦୫/୦୮ ମଧ୍ୟେ
ବାରବେଳା- ଦିବା ଘ୧୨/୫୫ ଗତେ ଘ୦୨/୨୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୩୦ ଗତେ ଘ୦୯/୫୩ ମଧ୍ୟେ ଓ ଘ୦୨/୨୧ ଗତେ ଘ୦୩/୩୦ ମଧ୍ୟେ ଓ ଘ୦୪/୧୭ ଗତେ ଘ୦୫/୦୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୧/୫୭ ଗତେ ଘ୦୨/୪୫ ମଧ୍ୟେ
ଆଜି ବାଇଗଣ ଦିବା ଘ୧୦/୨୭ ଗତେ ବିରି ଭକ୍ଷଣ ନିଷେଧ*