ଆଜିର ଦିନ ଚର୍ଚ୍ଚା

Nov 6, 2026 - 08:43
 3

ଆଜି ନଭେମ୍ବର ମାସ ୦୬ ତାରିଖ ୨୦୨୬ ମସିହା (ଶୁକ୍ରବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*କାର୍ତ୍ତିକମାସ- କୃଷ୍ଣପକ୍ଷ*

*ତିଥି- ଦ୍ୱାଦଶୀ ଦିବା ଘ୧୦/୧୬ ଗତେ ତ୍ରୟୋଦଶୀ*

*ନକ୍ଷତ୍ର- ହସ୍ତା ରାତ୍ରି ଘ୦୫/୦୯ ଗତେ ଚିତ୍ରା*

*ଚନ୍ଦ୍ର- କନ୍ୟା*

*ଯୋଗ- ବୈଧୃତି*

*କରଣ - ତୈତିଳ*

*ସୌରମାସ- ତୁଳା ୨୧ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୫୪/୪୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୧୬

*ଯୋଗିନୀ ନୈରୁତକୋଣେ ଦିବା ଘ୧୦/୧୬ ଗତେ ଦକ୍ଷିଣେ*

*ବିଛା,ଧନୁ ଓ ମୀନ ରାଶିର ର ଘାତବାର*

*ବୃଷ ରାଶିର ଘାତଚନ୍ଦ୍ର*

*ତ୍ରୟୋଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା ଓ ବାରବେଳା- ଦିବା ଘ୦୮/୪୧ ଗତେ ଘ୧୦/୩୨ ମଧ୍ୟେ 

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୨ ମଧ୍ୟେ ଓ ଘ୦୭/୩୦ ଗତେ ଘ୦୮/୪୦ ମଧ୍ୟେ ଓ ଘ୧୨/୧୮ ଗତେ ଘ୦୩/୩୧ ମଧ୍ୟେ

????ବିଶୁଦ୍ଧ ମାହେନ୍ଦ୍ର ବେଳ।- ନ।ସ୍ତି*

ଆଜି ପୋଇ ଦିବା ଘ୧୦/୧୬ ଗତେ ବାଇଗଣ ଭକ୍ଷଣ ନିଷେଧ