ଯବାନଙ୍କ ଗଳାକାଟି ଦେଲେ ମାଓବାଦୀ

ମାଲକାନାଗିରି : ଯବାନଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । ଛତିଶଗଡ ବିଜାପୁର କୁଟୁରରେ ମାଓବାଦୀ ଘଟାଇଛନ୍ତି ବର୍ବରକାଣ୍ଡ । ହାଟକୁ ଯାଉଥିବା ବେଳେ ଯବାନଙ୍କୁ ଟେକି ନେଇ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । ମୃତ ଯବାନ ହେଲେ ୪ ର୍ଥ ବାଟାଲିଅନର ଯବାନ ତିଜାଉ ରାମ ।

Feb 18, 2024 - 18:50
 3
ଯବାନଙ୍କ ଗଳାକାଟି ଦେଲେ ମାଓବାଦୀ