ଲାଞ୍ଚ_ନେବାବେଳେ_ମହିଳା_ASI_ଙ୍କୁ_ଧରିଲା_ଭିଜିଲାନ୍ସ .

ଲାଞ୍ଚ_ନେବାବେଳେ_ମହିଳା_ASI_ଙ୍କୁ_ଧରିଲା_ଭିଜିଲାନ୍ସ .
ବ୍ରହ୍ମପୁର ମହିଳା ଥାନା ଏଏସଆଇ ବବିତା ସୁନା ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ବ୍ୟକ୍ତିଙ୍କୁ କେସରେ ସହଯୋଗ କରିବା ପାଇଁ ଲାଞ୍ଚ ନେଉଥିଲେ ଶ୍ରୀମତୀ ସୁନା ।