ନବୀଙ୍କ ବିଫଳତାରେ ପ୍ରଭାତଙ୍କ ମନ୍ତବ୍ୟ...

Mar 18, 2026 - 12:58
 16
ନବୀଙ୍କ ବିଫଳତାରେ ପ୍ରଭାତଙ୍କ ମନ୍ତବ୍ୟ...

ନବୀଙ୍କ ବିଫଳତାରେ ପ୍ରଭାତଙ୍କ ମନ୍ତବ୍ୟ...

ନବୀନ ନିଜ ଦୋଷ ଲୁଚାଇ ଅନ୍ୟକୁ ଦୋଷ ଦେବା ଅଭ୍ୟାସରେ ପଡ଼ିଗଲେଣି 

ନବୀନଙ୍କ ଅଭିଯୋଗକୁ ଖଣ୍ଡନ କଲେ ପ୍ରଭାତ ତ୍ରିପାଠୀ

‘ନିଜ ଉପରୁ ଦୋଷ ଛଡ଼ାଇବା ପାଇଁ ଏପରି କହୁଛନ୍ତି’

‘ନିଜ ବିଧାୟକଙ୍କୁ ଏକାଠି ରଖିବାରେ ନବୀନ ବିଫଳ’

‘ମୋତେ ବିଜେଡି ଅତୀତରେ ଅନେକ ହଇରାଣ କରିଛି’

‘ମୋ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ କିଛି ହେବନି’

‘ବାଙ୍କୀ ଲୋକେ ପୁଅ ପଛରେ ପାହାଡ଼ ପରି ଠିଆ ହୋଇଛନ୍ତି’

ପୁଅ ମୋର ମୋ ସାଥିରେ ରହିଛି ରହିବ