ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରସ୍ତୁତ ଅଛନ୍ତି ଓଡ଼ିଶାର ସବୁ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲ - ସ୍ୱାସ୍ଥ୍ୟ ମନ୍ତ୍ରୀ

Mar 2, 2026 - 21:09
 8
ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରସ୍ତୁତ ଅଛନ୍ତି ଓଡ଼ିଶାର ସବୁ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲ - ସ୍ୱାସ୍ଥ୍ୟ ମନ୍ତ୍ରୀ

ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରସ୍ତୁତ ଅଛନ୍ତି ଓଡ଼ିଶାର ସବୁ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲ - ସ୍ୱାସ୍ଥ୍ୟ ମନ୍ତ୍ରୀ 

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସମସ୍ତ ମେଡିକାଲ୍ କଲେଜ୍ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଵତନ୍ତ୍ର ରୁମ୍ ରହିଛି। 

ଚିକିତ୍ସା ପାଇଁ ମେଡିକାଲରେ ରହିବ ସ୍ୱତନ୍ତ୍ର ରୁମ । 

ଗ୍ରୀଷ୍ମ ପ୍ରବାହ ପାଇଁ ସମସ୍ତଙ୍କୁ ସଚେତନ କରାଯାଉଛି ବୋଲି ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। 

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗ୍ରୀଷ୍ମ ଗାଇଡ୍‌ଲାଇନ୍ ଜାରି କରାଯାଇଛି। 

ସବୁ କଲେଜ ଓ ବିଶ୍ଵବିଦ୍ୟାଳୟକୁ ବିଭାଗ ପକ୍ଷରୁ ଚିଠି କରାଯାଇଛି। 

ଇଣ୍ଟରନାଲ ପରୀକ୍ଷା ଓ କ୍ଲାସ୍ ଗୁଡ଼ିକ ସକାଳୁ କରାଯିବ। 

ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପର୍ଯ୍ୟାପ୍ତ ଓ ଆର୍ ଏସ୍ ଓ ପାନୀୟ ଜଳ ରଖାଯିବ।