ଭାରତର ନାମ କୁ ଗର୍ବ ଓ ଗୌରବରେ ବିଶ୍ୱ ବନ୍ଦିତ କଲେ ଇଣ୍ଡିଆ ଟିମ...

Mar 9, 2026 - 11:45
 6
ଭାରତର ନାମ କୁ ଗର୍ବ ଓ ଗୌରବରେ ବିଶ୍ୱ ବନ୍ଦିତ କଲେ ଇଣ୍ଡିଆ ଟିମ...

ଭାରତର ନାମ କୁ ଗର୍ବ ଓ ଗୌରବରେ ବିଶ୍ୱ ବନ୍ଦିତ କଲେ ଇଣ୍ଡିଆ ଟିମ...

ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ୱେଲ୍ ଡନ୍ ଟିମ୍ ଇଣ୍ଡିଆ କହି ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ

ଏହି ବିଜୟ ଅସାଧାରଣ ଦକ୍ଷତା, ଦୃଢ଼ ନିଷ୍ପତ୍ତି ଓ ଟିମ୍‌ୱାର୍କକୁ ପ୍ରତିଫଳିତ କରୁଛି

ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଗର୍ବ ଏବଂ ଆନନ୍ଦରେ ଭରି ଦେଇଛି

ପ୍ରତ୍ୟେକ ଭାରତୀୟ ଗର୍ବିତ ମୁଖ୍ୟମନ୍ତ୍ରୀ

ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହି ଚମତ୍କାର ବିଜୟ ଭାରତୀୟଙ୍କ ହୃଦୟକୁ ଗର୍ବ ଓ ଆନନ୍ଦରେ ଭରି ଦେଇଛି