ଲୋକନାୟକ ଜୟ ପ୍ରକାଶ ଅନ୍ତଃରାଷ୍ଟ୍ରୀୟ ଅଧ୍ୟୟନ ବିକାଶ କେନ୍ଦ୍ର ନୂଆଦିଲ୍ଲୀ ତରଫରୁ ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନ ଠାରେ ଗଣତନ୍ତ୍ର ସୁରକ୍ଷା ଅଭିଯାନ ଦିବସ ପାଳନ ହୋଇ ଯାଇଛି l

Jun 28, 2026 - 21:03
 13

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜୟପ୍ରକାଶ ଅଧୟନ କେନ୍ଦ୍ରର ରାଷ୍ଟ୍ରୀୟ ଅଧକ୍ଷ ଶ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ସଭାପତିତ୍ବ ଓ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ଅଧକ୍ଷ ମନୋଜ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ "ଦେଶରେ ଜରୁରୀ ପରିସ୍ଥିତି : ଅତୀତରୁ ଶିକ୍ଷା ଓ ବର୍ତମାନର ଆହ୍ୱାନ " ସନ୍ଦର୍ଭ ଉପରେ ସାରଗର୍ଭ ଆଲୋଚନା ହୋଇଥିଲା |