'ସୁସ୍ଥତା ପାଇଁ ସ୍ୱଚ୍ଛତା' ଏହାକୁ ଟାର୍ଗେଟ କରି ଭୁବନେଶ୍ୱର ରେ ଆରମ୍ଭ ହୋଇଛି 'ଭ୍ରମ୍ୟମାଣ ଟଏଲେଟ'
'ସୁସ୍ଥତା ପାଇଁ ସ୍ୱଚ୍ଛତା' ଏହାକୁ ଟାର୍ଗେଟ କରି ଭୁବନେଶ୍ୱର ରେ ଆରମ୍ଭ ହୋଇଛି 'ଭ୍ରମ୍ୟମାଣ ଟଏଲେଟ'
ଏହି ଯୋଜନା BMC ଓ ଜିନ୍ଦଲ ସହାୟତାରେ କାର୍ଯ୍ୟକାରୀ ହେବା ବ୍ୟବସ୍ଥା ରହିଥିବା ବେଳେ ମେୟର ସୁଲୋଚନା ଦାସ ଏହାର ଶୁଭାରମ୍ଭ କରିଛନ୍ତି |