ହଜିଗଲେ, ଆମ ବ୍ରଜ ଭାଇନା !!!

May 16, 2026 - 13:45
 6
ହଜିଗଲେ, ଆମ ବ୍ରଜ ଭାଇନା !!!

ବ୍ରଜ ଭାଇନା ଆପଣଙ୍କ ସମର୍ପିତ ପୁଜ୍ୟପୂଜା ପ୍ରାଣ ପ୍ରତିଭା ତଥା ଶହୀଦ ଦିବାକର ପରିଡାଙ୍କ ସୁଯୋଗ୍ୟ ଦାୟାଦ, ସରଳ, ଅମାୟିକ ବ୍ୟକ୍ତିତ୍ୱର ଅଧୂକାରୀ ସର୍ବଦା ଆମ ସମସ୍ତଙ୍କ ସ୍ମୃତିପଟ୍ଟରେ ଚୀର ସ୍ମରଣୀୟ ହୋଇ ରହିବ । ଅଶ୍ରୁଳ ଶ୍ରଦ୍ଧାଞ୍ଜଳି