BJP ମୁଖ୍ୟାଳୟରେ କେରଳ ସମ୍ବନ୍ଧୀୟ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆୟୋଜିତ
ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ସହିତ ଅନ୍ୟାନ୍ୟ ଉଚ୍ଚ ପଦାଧୂକାରୀ ଉପସ୍ଥିତ ଥୂଲେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (BJP) ମୁଖ୍ୟାଳୟରେ କେରଳ ସମ୍ବନ୍ଧୀୟ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆୟୋଜିତ ହୋଇଥିଲା, ଯାହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ଯକ୍ଷତା କରିଥିଲେ ।