ଯାଜପୁର ଜିଲ୍ଲା ର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ଓ ମିଶ୍ରଣ ପର୍ବ
ଏହି ମିଶ୍ରଣ ପର୍ବରେ ମାନନୀୟ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ Manmohan Samal , ଯାଜପୁର ର ମାନନୀୟ ସାଂସଦ Rabi Behera ଜିଲ୍ଲାର ସଭାନେତ୍ରୀ ଶ୍ରୀମତୀ ଦେବଯାନୀ ପ୍ରଧାନ , ମାନନୀୟ ଧର୍ମଶାଳା ବିଧାୟକ ସାନ ଭାଇ ହିମାଂଶୁ ଶେଖର ସାହୁ, ମାନନୀୟ ବିଧାୟକ ଶ୍ରୀଯୁକ୍ତ Akash Dasnayak , ମାନନୀୟ ବିଧାୟକ ଶ୍ରୀଯୁକ୍ତ Amar Nayak , ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୌତମ ରାୟ ଙ୍କ ଉପସ୍ଥିତିରେ ଯୋଗଦେଲି।
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ନୀତି ଓ ଆଦର୍ଶ ତଥା ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi ଙ୍କ ବଳିଷ୍ଠ ନେତୃତ୍ୱ ଓ କାର୍ଯ୍ୟଶୈଳୀ ରେ ପ୍ରଭାବିତ ହୋଇ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସ ର କର୍ମକର୍ତ୍ତା ମାନେ Bharatiya Janata Party (BJP) ରେ ଯୋଗଦାନ କରିଛନ୍ତି ।
ଏହି ମିଶ୍ରଣ କେବଳ ମିଶ୍ରଣ ନୁହେଁ ଏହା ଯାଜପୁର ଜିଲ୍ଲା ରେ ବିଜେପି କୁ ଆହୁରି ସୁଦୃଢ ଓ ସଶକ୍ତ କରିବ ବୋଲି ମୋର ଦୃଢ ବିଶ୍ବାସ।
ଓଡ଼ିଶାରେ ଡବଲ ଇଞ୍ଜିନ ର ସରକାର ଆସିବା ପରେ ଓଡ଼ିଶାର ଗତି ଏବେ ବହୁଗୁଣିତ ହୋଇଛି | ଆଗାମୀଦିନରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଏକ ମହାଦ୍ରୁମ ହୋଇ ଆଗାମୀ ୫୦ ବର୍ଷ ରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ଶାସନ କରିବ ଏହା ଆମର ସଂକଳ୍ପ।
ରିପୋର୍ଟ :ରଶ୍ମିରଂଜନ ମିଶ୍ର
avnews24
ଭୁବନେଶ୍ୱର