EFCO ସାର କାରଖାନା ହୋଇଯିବ କି ବନ୍ଦ !
ପାରାଦୀପ ଇଫ୍କୋ ସାର କାରଖାନା ଉପରେ ହୁର୍ମୁଜ ପ୍ରଣାଳୀର ପ୍ରଭାବ
କଞ୍ଚାମାଲ ଅଭାବରୁ ସାର ଉତ୍ପାଦନ ଆଜିଠାରୁ ବନ୍ଦ ରଖିଲା ପ୍ଲାଣ୍ଟ
ଆମୋନିଆ, ସଲଫର୍ ଆଦି କଞ୍ଚାମଲ ବିଦେଶରୁ ଆମଦାନୀ ହୋଇପାରୁନି
ମଧ୍ୟପ୍ରାଚ୍ୟ ଦେଶରୁ ପାରାଦୀପ ପୋର୍ଟ ଦେଇ ଆମଦାନୀ କରିଥାଏ ଇଫ୍କୋ
ହର୍ମୁଜ ପ୍ରଣାଳୀ ପ୍ରଭାବିତ ହେବା ଫଳରେ କଞ୍ଚାମାଲ ଆସିବାରେ ବାଧା
ବାର୍ଷିକ ୨୨ ଲକ୍ଷ ମେଟ୍ରିକ ଟନ୍ ସାର ଉତ୍ପାଦନ କରୁଥିଲା ଇଫକୋ