ଅଶ୍ବିନୀଙ୍କ ସମର୍ଥନ ଯୋଗାଡ଼ ପାଇଁ ଭେଟଘାଟ୍
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗୋପାଳପୁର ବିଧାୟକ ପ୍ରଦୀପ ପାନିଗ୍ରାହିଙ୍କୁ ଭେଟିଛନ୍ତି। ଆଜି ମନମୋହନ ପ୍ରଦୀପଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ପ୍ରଦିପ ପାନିଗ୍ରାହିଙ୍କ ସହ ଆଲୋଚନା ପାଇଁ ଆଲୋଚନା ହୋଇଥିବା କୁହାଯାଉଛି।