ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନକୁ ଅନୁମୋଦନ

Oct 16, 2025 - 08:27
 5
ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନକୁ ଅନୁମୋଦନ

ଭାରତର ପ୍ରୟାସକୁ ଅନୁମୋଦନ ନେଇ ଖୁସି ବ୍ୟକ୍ତି କଲେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଭାରତକୁ ବିଶ୍ବ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ଧର 1ର ଏହା ଏକ ବିଶାଳ ସମର୍ଥନ ପ୍ରୟାସର

ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ ଏବଂ ଦେଶବ୍ୟାପୀ କ୍ରୀଡ଼ କ୍ରୀଡ଼ା ପ୍ରତିଭାର ଏକ ପୁଲ୍ ସୃଷ୍ଟି କରି ପ୍ରଧାନମନ୍ତ୍ରୀ ମୋଦୀ କ୍ରୀଡ଼ା କେନ୍ଦ୍ରରେ ପରିଣତ କରିଛନ୍ତି ଭାରତକୁ ଏକ ଚମତ୍କାର କ୍ରୀଡ଼ା କେ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ ସଂଘର ମଞ୍ଜୁରୀ ମିଳିବା ନେଇ ଖୁସି ବ୍ୟକ୍ତି କରିଛ ରିଛନ୍ତି।

ଏକ୍ସ ପ୍ଲାଟଫର୍ମ ଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଶାହ କହିଛନ୍ତି, "ଭାରତ ପାଇଁ ଏହା ଏକ ଅପାର ଆନନ୍ଦ ଏବଂ ଗର୍ବର ଦିନ। ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ କ୍ରୀଡା ସଂଘ ଅନୁମୋଦନ କରିଥିବାରୁ ଭାରତର ପ୍ରତ୍ୟେକ ନାଗରିକଙ୍କୁ ହାର୍ଦ୍ଦିକ ଅଭିନନ୍ଦ ।ଭିନନ୍ଦନ। ଭାରତକୁ ବିଶ୍ବ କ୍ରୀଡ଼ା ମାନଚିତ୍ର ମାନଚିତ୍ରରେ ସ୍ଥାନିତ କରିବା ପା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ଧର ପ୍ରୟା ପ୍ରୟାସର ଏହା ଏକ ବିଶାଳ ସମର୍ଥନ। ବିଶ୍ବସ୍ତରୀୟ ୟ ଭିତ୍ତିଭୂମି ସୃଷ୍ଟି କରିବା ৩৫° ଦେଶବ୍ୟାପୀ କ୍ରୀଡ଼ା କ୍ରୀଡ଼ା ପ୍ରତିଭାର ପ୍ରତିଭାର ଭଣ୍ଡାର ସୃଷ୍ଟି କରିବା, ମୋଦିଜୀ ଭାରତକୁ ଏକ ଚମତ୍କାର କ୍ରୀଡ଼ା ଗନ୍ଧବ୍ୟସ୍ଥଳରେ ପରିଣତ କରିଛନ୍ତି