ଗୁରୁ ଦିବସରେ ଗୁରୁଙ୍କ ସହ ପ୍ରଧାନମନ୍ତ୍ରୀ...
ଗୁରୁ ଦିବସରେ ଗୁରୁମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସତ୍ଚରିତ୍ର ଓ ରାଷ୍ଟ୍ର ଗଠନ ଉପରେ ଗୁରୁତ୍ବ ଦେଲେ ପ୍ରଧାନମନ୍ତ୍ରୀ।
ସେ କହିଲେ ଯେ, କେବଳ ପାଠପଢ଼ା କିମ୍ବା ଡିଗ୍ରୀ ହାସଲ କରିବା ଶିକ୍ଷାର ମୂଳ ଲକ୍ଷ୍ୟ ନୁହେଁ, ଶିକ୍ଷା ଛାତ୍ରଛାତ୍ରୀଙ୍କ ଚରିତ୍ର ଓ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ନେବା ଉଚିତ୍।
ସମାଜରେ ଶିକ୍ଷକଙ୍କ ହଜିଯାଉଥିବା ସମ୍ମାନ ଓ ସର୍ବୋଚ୍ଚ ସ୍ଥାନ ଫେରାଇ ଆଣିବା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ବାରା ଶିକ୍ଷା ପ୍ରଣାଳୀକୁ ଅଧିକ ଉପଯୋଗୀ କରିବା ବୋଲି ପ୍ରକାଶ କଲେ ମୋଦି।