ଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧୂ ବୃଦ୍ଧି
ଢେଙ୍କାନାଳ, ୩୦/୦୪/୨୦୨୬: ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ ଓଡ଼ିଆ
ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା କୋର୍ସରେ ନାମଲେଖା ପାଇଁ ଆବେଦନପତ୍ର ଦାଖଲର ଶେ ଶେଷ ତାରିଖ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଶେଷ ତାରିଖ ୩୦ ଏପ୍ରିଲ ୨୦୨୬ ଥିବାବେଳେ ବର୍ତ୍ତମାନ ଏହାକୁ ୯ ମେ' ୨୦୨୬ ୦୨୬ ପର୍ଯ୍ୟନ୍ତ ବଢ଼ାଯାଇଛି। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ବର୍ଷିତ ସମୟସୀମା ମଧ୍ୟରେ ଆବେଦନ କରିପାରିବେ।
ପୂର୍ବରୁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରବେଶିକା ପରୀକ୍ଷା ଓ ସାକ୍ଷାତକାର ୧୧ ମେ' ୨୦୨୬ (ସୋମବାର) ଦିନ ଆୟୋଜିତ ହେବ । ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନଙ୍କୁ ଏହି ସମୟ ବୃଦ୍ଧିର ସୁଯୋଗ ନେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରାଯାଉଛି।
ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ କହିଛନ୍ତି, ଆଗ୍ରହୀ ପ୍ରାର୍ଥୀଙ୍କ ଅନୁରୋଧକୁ ଧ୍ୟାନରେ ରଖ୍ ଏହି ସମୟସୀମା ବୃଦ୍ଧି କରାଯାଇଛି, ଯାହା ଦ୍ବାରା ଅଧୂକ ପ୍ରାର୍ଥୀ ଭାଗ ନେବାର ସୁଯୋଗ ପାଇପାରିବେ। ଓଡ଼ିଆ ସାମ୍ବାଦିକତା ଓ ଗଣମାଧ୍ୟମ ପ୍ରତି ଆଗ୍ରହୀ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିବାକୁ ଅନୁଷ୍ଠାନ ପକ୍ଷ କରାଯାଇଛି। ନ ପକ୍ଷରୁ ଅପେକ୍ଷା
ଆଇଆଇଏମସିର ୱେବସାଇଟ୍ରୁ ଆଗ୍ରହୀ ପ୍ରାର୍ଥୀମାନେ ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଓ ଭର୍ତ୍ତି ସମ୍ବନ୍ଧୀୟ ତଥ୍ୟ ଆଇଆଇଏ ପାଇପାରିବେ ।
ଅଧୂକ ତଥ୍ୟ ପାଇଁ ନିମ୍ନଲିଖୂତ ନମ୍ବରରେ ମଧ୍ଯ ଯୋଗାଯୋଗ କରିପାରିବେ ।
ଶ୍ରୀ ଜିତେନ୍ଦ୍ର ପତି: +୯୧ - ୯୪୩୭୪ ୪୪୨୦୦