ଆଜିର ଚିନ୍ତା ଓ ଚେତନା

Oct 8, 2024 - 22:11
 16

*????ପରୋପକାରୀ, ବିଶ୍ୱାସୀ , ନିଷ୍କପଟ ସରଳ ଏହି ତିନି ଜଣ ବ୍ୟକ୍ତି ସବୁବେଳେ ଅସୁବିଧାରେ ରହିଥାନ୍ତି ବାକି ଅନ୍ଯ ଯେଉଁ ମାନେ ରହିଲେ ସେମାନେ ସବୁ ସ୍ଥାନରେ ପରିବେଶ ପରିସ୍ଥିତିକୁ ନେଇ ନିଜର ବୁଦ୍ଧି, ବଳ ,କୈ।ଶଳ ପ୍ରୟୋଗ କରି ଏପରି କି ରଙ୍ଗ ବଦଳେଇ ବର୍ଷା ଯେଉଁ ଆଡେ ଛତା ସେପଟକୁ ରଖି ସୁବିଧା ସୁଯୋଗ ପାଇଥାନ୍ତି।*