ଆଜିର ଦିନ ଚର୍ଚ୍ଚା

Oct 15, 2026 - 08:03
 6

ଆଜି ଅକ୍ଟୋବର ମାସ ୧୫ ତାରିଖ ୨୦୨୬ ମସିହା (ଗୁରୁବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*ଆଶ୍ୱିନମାସ- ଶୁକ୍ଳପକ୍ଷ*

*ତିଥି- ପଞ୍ଚମୀ ରାତ୍ରି ଘ୦୩/୧୮ ଗତେ ଷଷ୍ଠୀ*

*ନକ୍ଷତ୍ର- ଜ୍ୟେଷ୍ଠା*

*ଚନ୍ଦ୍ର- ବିଛା*

*ଯୋଗ- ସୌଭାଗ୍ୟ*

*କରଣ - ବବ*

*ସୌରମାସ- କନ୍ୟା ୨୯ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୫/୫୫

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୩୨

*ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୩/୧୮ ଗତେ ପଶ୍ଚିମେ*

*ତୁଳା ଓ କୁମ୍ଭ ରାଶି ର ଘାତବାର*

*ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୃତେ ପୁଷ୍କର ଦୋଷ ନ।ସ୍ତି*

କାଳବେଳା ଓ ବାରବେଳା - ଦିବା ଘ୦୧/୧୫ ଗତେ ଘ୦୫/୨୦ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୧ ମଧ୍ୟେ ଓ ରାତ୍ରି ଘ୦୬/୦୯ ଗତେ ଘ୦୯/୨୦ ମଧ୍ୟେ ଓ ଘ୧୧/୪୫ ଗତେ ଘ୦୨/୫୭ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଆଜି ବେଲ ଭକ୍ଷଣ ନିଷେଧ