ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୧୮ ତାରିଖ ୨୦୨୬ ମସିହା (ରବିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ସପ୍ତମୀ ଦିବା ଘ୦୮/୨୪ ଗତେ ଅଷ୍ଟମୀ*
*ନକ୍ଷତ୍ର- ପୂର୍ବାଷାଢା ଦିବା ଘ୦୧/୩୧ ଗତେ ଉତ୍ତରାଷାଢା*
*ଚନ୍ଦ୍ର- ଧନୁ ରାତ୍ରି ଦିବା ଘ୦୮/୧୪ ଗତେ ମକର*
*ଯୋଗ- ସୁକର୍ମା*
*କରଣ - ବାଣିଜ୍ୟ*
*ସୌରମାସ- ତୁଳା ୦୨ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୬/୪୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୧୨
*ଯୋଗିନୀ ବାୟବ୍ୟେ ଦିବା ଘ୦୮/୨୪ ଗତେ ଐଶ।ନ୍ୟେ*
*ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର*
*ବୃଷ ରାଶି ର ଘାତବାର*
*ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ଅଦ୍ୟ ମହାଷ୍ଟମୀ ପୂଜା*
*ମୃତେ ଦ୍ଵିପାଦ ଓ ଦିବା ଘ୦୮/୨୪ ଗତେ ଏକପାଦ ଓ ଦିବା ଘ୦୧/୩୧ ଗତେ ଦ୍ଵିପଦ ପୁଷ୍କର ଦୋଷ*
କାଳବେଳା ଓ ବାରବେଳା - ଦିବା ଘ୧୦/୦୫ ଗତେ ଘ୦୧/୦୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୪ ଗତେ ଘ୦୯/୦୦ ମଧ୍ୟେ