ଆଜିର ଦିନ ଚର୍ଚ୍ଚା

Sep 15, 2026 - 08:00
 4

ଆଜିର ଦିନ ଚର୍ଚ୍ଚା 

ଆଜି ସେପ୍ଟେମ୍ବର ମାସ ୧୫ ତାରିଖ ୨୦୨୬ ମସିହା (ମଙ୍ଗଳବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- ଶୁକ୍ଳପକ୍ଷ*

*ତିଥି- ଚତୁର୍ଥୀ ଦିବା ଘ୦୭/୧୧ ଗତେ ପଞ୍ଚମୀ*

*ନକ୍ଷତ୍ର- ସ୍ୱାତୀ ଦିବା ଘ୦୩/୩୫ ଗତେ ବିଶାଖା*

*ଚନ୍ଦ୍ର- ତୁଳା*

*ଯୋଗ- ଇନ୍ଦ୍ର*

*କରଣ - ବିଷ୍ଟି*

*ସୌରମାସ- ସିଂହ ୩୦ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୩୮/୨୩

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୨୦

*ଯୋଗିନୀ ନୈରୁତେ ଦିବା ଘ୦୭/୧୦!ଗତେ ଦକ୍ଷିଣେ*

*ମକର ରାଶିର ଘାତବାର*

*ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୃତେ ଏକ ପାଦ ଓ ଦିବା ଘ୦୩/୩୫ ଗତେ ଦ୍ଵୀପାଦ ପୁଷ୍କର ଦୋଷ*

କାଳବେଳା-ଦିବା ଘ୦୧/୧୫ ଗତେ ଘ୦୨/୪୭ ମଧ୍ୟେ

ବାରବେଳା- ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ 

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୪୨ ଗତେ ଘ୧୦/୨୫ ମଧ୍ୟେ ଓ ଘ୧୨/୪୯ ଗତେ ଘ୦୧/୧୫ ମଧ୍ୟେ ଓ ଘ୦୩/୧୨ ଗତେ ଘ୦୪/୫୦ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି

ଆଜି ବେଲ ଭକ୍ଷଣ ନିଷେଧ