ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୨୧ ତାରିଖ ୨୦୨୬ ମସିହା (ବୁଧବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ଦଶମୀ ଦିବା ଘ୦୧/୫୪ ଗତେ ଏକାଦଶୀ*
*ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୮/୧୬ ଗତେ ଶତଭିଷା*
*ଚନ୍ଦ୍ର- ମକର ଘ୦୭/୩୫ ଗତେ କୁମ୍ଭ*
*ଯୋଗ- ଗଣ୍ଡ*
*କରଣ - ଗର*
*ସୌରମାସ- ତୁଳା ୦୫ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୭/୨ଲ୫୧
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୧୨
*ଯୋଗିନୀ ଉତ୍ତରେ ଦିବା ଘ୦୧/୫୪ ଗତେ ଅଗ୍ନିକୋଣେ*
*ସିଂହ ରାଶିର ଘାତଚନ୍ଦ୍ର*
*କର୍କଟ ରାଶି ର ଘାତବାର*
*ଦଶମୀ ର ଏକୋଦିଷ୍ଟ ଶ୍ରାଦ୍ଧ*
କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୦୯ମଧ୍ୟେ
ବାରବେଳା - ଦିବା ଘ୧୧/୩୧ ଗତେ ଘ୦୧/୦୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୫ ମଧ୍ୟେ ଓ ଘ୦୭/୨୧ ଗତେ ଘ୦୮/୧୧ମଧ୍ୟେ ଓ ଘ୧୦/୩୪ ଗତେ ଘ୧୧/୨୯ମଧ୍ୟେ
????ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୩୬ ଗତେ ଘ୭/୨୦ମଧ୍ୟେ ଓ ଘ୦୧/୪୬ ଗତେ ଘ୪/୧୦ମଧ୍ୟେ
ଆଜି କଳମଶାଗ ଦିବା ଘ୦୧/୫୪ ଗତେ ଶିମ୍ବ ଭକ୍ଷଣ ନିଷେଧ