ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୨୬ ତାରିଖ ୨୦୨୬ ମସିହା (ଶନିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- ଶୁକ୍ଳପକ୍ଷ*
*ତିଥି- ପୂର୍ଣ୍ଣିମା ରାତ୍ରି ଘ୧୦/୦୮ ଗତେ ପ୍ରତିପଦ*
*ନକ୍ଷତ୍ର- ପୂର୍ବଭ।ଦ୍ର ଦିବା ଘ୧୨/୦୨ ଗତେ ଉତ୍ତରଭାଦ୍ର*
*ଚନ୍ଦ୍ର- କୁମ୍ଭ ପ୍ରାତଃ ଘ୦୬/୦୫ ଗତେ ମୀନ*
*ଯୋଗ- ଗଣ୍ଡ*
*କରଣ - ବିଷ୍ଟି*
*ସୌରମାସ- କନ୍ୟା ୧୦ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୦/୪୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୨୧
*ଯୋଗିନୀ ବାୟବ୍ୟେ ରାତ୍ରି ଘ୧୦/୦୮ ଗତେ ପୂର୍ବେ*
*ଧନୁ ରାଶିର ଘାତଚନ୍ଦ୍ର*
*ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର*
*ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୄତେ ଦ୍ଵିପ।ଦ ଓ ଦିବା ଘ୧୨/୦୨ ଗତେ ଏକପାଦ ପୁଷ୍କରଦୋଷ*
କାଳବେଳା-ଦିବା ଘ୦୭/୧୧ ମଧ୍ୟେ ଓ ଦିବା ଘ୦୪/୦୫ ଗତେ ଘ୦୫/୩୬ ମଧ୍ୟେ
ବାରବେଳା - ଦିବା ଘ୦୧/୦୮ ଗତେ ଘ୦୨/୪୧ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୭ ଗତେ ଘ୦୯/୩୯ ମଧ୍ୟେ ଓ ଘ୧୨/୦୪ ଗତେ ଘ୦୧/୦୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୨୪ଗତେ ଘ୦୩/୧୧ ମଧ୍ୟେ