ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୨୩ ତାରିଖ ୨୦୨୬ ମସିହା (ଶୁକ୍ରବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ଦ୍ୱାଦଶୀ ଦିବା ଘ୦୨/୨୦ ଗତେ ତ୍ରୟୋଦଶୀ*
*ନକ୍ଷତ୍ର- ପୂର୍ବଭ।ଦ୍ର ରାତ୍ରି ଘ୦୯/୩୦ ଗତେ ଉତ୍ତରାଭ।ଦ୍ର*
*ଚନ୍ଦ୍ର- କୁମ୍ଭ ଦିବା ଘ୦୩/୨୦ ଗତେ ମୀନ*
*ଯୋଗ- ଧ୍ରୁବ*
*କରଣ - ବ।ଳବ*
*ସୌରମାସ- ତୁଳା ୦୭ ଦିନ*
????ସୂର୍ୟୋଦୟ- ପ୍ରାତଃ ଘ୦୫/୪୮/୪୮
????ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୦୪
*ଯୋଗିନୀ ନୈରୁତେ ଦିବା ଘ୦୨/୨୦ ଗତେ ଦକ୍ଷିଣେ*
*ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର*
*ବିଛା ଓ ଧନୁ ରାଶି ର ଘାତବାର*
*ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ତ୍ରୟୋଦଶି ର ପାର୍ବଣ ଶ୍ରାଦ୍ଧ*
????କାଳବେଳା ଓ ବାରବେଳା - ଦିବା ଘ୦୮/୪୦ ଗତେ ଘ୧୧/୩୫ ମଧ୍ୟେ
????ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୬ ମଧ୍ୟେ ଓ ଘ୦୭/୨୩ ଗତେ ଘ୦୮/୩୯ ମଧ୍ୟେ ଓ ଘ୧୨/୧୨ଗତେ ଘ୦୩/୨୪ ମଧ୍ୟେ ଓ ଘ୦୪/୧୨ଗତେ ଘ୦୫/୧୬ ମଧ୍ୟେ
????ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
????ଆଜି ପୋଇ ଦିବା ଘ୦୨/୨୦ ଗତେ ବାଇଗଣ ଭକ୍ଷଣ ନିଷେଧ