ଆରମ୍ଭ ହେଲା ଛାତ୍ର ରାଜନୀତି...
ଛାତ୍ର ସଂସଦ ନିର୍ବାଚନ ପାଇଁ ବିଭିନ୍ନ କ୍ୟାମ୍ପସ୍ରେ ଭୋଟିଂ ଆରମ୍ଭ ହୋଇଛି।
ପ୍ରାୟ ୭୦୦୦ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା।
ଅପରାହ୍ଣ ୨ଟା ଯାଏଁ ଚାଲିବ ଭୋଟିଂ।
ନେତା ବାଛିବେ ଛାତ୍ରଛାତ୍ରୀ।
ସଂଧ୍ୟା ସୁଦ୍ଧା ଫଳାଫଳ ଘୋଷଣା ହେବ।
ଆସନ୍ତାକାଲି ହେବ ଶପଥ ଗ୍ରହଣ।