ଫକୀର ମୋହନ ସେନାପତିଙ୍କ 108 ତମ ଶ୍ରାଦ୍ଧ ଦିବସ ପାଳନ...
ଫକୀର ମୋହନ ସେନାପତିଙ୍କ 108 ତମ ଶ୍ରାଦ୍ଧ ଦିବସ ପାଳନ...
ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,ବ୍ୟାସ କବି ଫକୀର ମୋହନ ସ୍ମୃତି ସଂସଦ, ଉତ୍କଳ ସମ୍ମିଳନୀ ପ୍ରମୁଖ ତରଫରୁ ମହାନ କଥା ସମ୍ରାଟ, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ପ୍ରାଣ ତଥା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ 108 ତମ ଶ୍ରାଦ୍ଧ ଦିବସ ଅବସରରେ ପ୍ରତିମୂର୍ତ୍ତି ସ୍ଥଳରେ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ..