ଓଡ଼ିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ...

Jul 4, 2026 - 19:05
 15
ଓଡ଼ିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ...

ବିଶିଷ୍ଟ ବୈଜ୍ଞାନିକ ଡ଼. ଜଗନ୍ନାଥ ନାୟକ ଡ଼ିଆରଡ଼ିଓ ଭଳି ଦେଶର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ମହାନିର୍ଦେଶକ

ମିସାଇଲ ଏବଂ ଷ୍ଟ୍ରେଟେଜିକ ସିଷ୍ଟମ (DGMSS) ଭଳି ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇ ମାଟି ପାଇଁ ଆଣି ଦେଇଛନ୍ତି ଗର୍ବ ଓ ଗୌରବ ଏବଂ ପର ପିଢ଼ି ପାଇଁ ହୋଇ ପାରିଛନ୍ତି ଏକ ପ୍ରେରଣାର ଉତ୍ସ

ତାଙ୍କ ଜନ୍ମମାଟି ହେଲା ଜଗତସିଂହପୁର ଜିଲ୍ଲାର ନାଉଗାଁ ।

ସେ ମହାନ ବୈଜ୍ଞାନିକଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

ସୌଜନ୍ୟ - "ଆଶା ଭରସା", ଭୁବନେଶ୍ୱର, ଓଡିଶା