ଓଡ଼ିଶା ସରକାରଙ୍କ ଦ୍ବାରା ରା ଆଭ୍ୟନ୍ତରୀଣ ଜଳପଥ ଡଙ୍ଗା ସୁରକ୍ଷାର କଡ଼ାକଡ଼ି ଅନୁପାଳନ ପାଇଁ ନିର୍ଦ୍ଦେଶ; ଓଭରଲୋଡିଂ ଏବଂ ନିୟମ ଉଲଂଘନ ପ୍ରତି ଶୂନ୍ୟ ସହନଶୀଳତା

May 3, 2026 - 20:36
 50
ଓଡ଼ିଶା ସରକାରଙ୍କ ଦ୍ବାରା ରା ଆଭ୍ୟନ୍ତରୀଣ ଜଳପଥ ଡଙ୍ଗା ସୁରକ୍ଷାର କଡ଼ାକଡ଼ି ଅନୁପାଳନ ପାଇଁ ନିର୍ଦ୍ଦେଶ; ଓଭରଲୋଡିଂ ଏବଂ ନିୟମ ଉଲଂଘନ ପ୍ରତି ଶୂନ୍ୟ ସହନଶୀଳତା

ଓଡ଼ିଶା ସରକାରଙ୍କ ଦ୍ବାରା ରା ଆଭ୍ୟନ୍ତରୀଣ ଜଳପଥ ଡଙ୍ଗା ସୁରକ୍ଷାର କଡ଼ାକଡ଼ି ଅନୁପାଳନ ପାଇଁ ନିର୍ଦ୍ଦେଶ; ଓଭରଲୋଡିଂ ଏବଂ ନିୟମ ଉଲଂଘନ ପ୍ରତି ଶୂନ୍ୟ ସହନଶୀଳତା

ଏବଂ ପ ଓଡ଼ିଶାର ଅନ୍ତର୍ଦେଶୀୟ ଜଳପଥରେ ଚଳାଚଳ କରୁଥିବା ଡଙ୍ଗାଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ସମ୍ପର୍କରେ ୩ ମଇ ୨୦୨୬ରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ Odisha Mariti aritime Board (OMB), ପର୍ଯ୍ୟଟନ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବର୍ତ୍ତନ ଇତ୍ୟାଦି ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ ।

ସମ୍ପ୍ରତି ରିପୋର୍ଟ ହୋଇଥିବା ଡଙ୍ଗା ବୁଡ଼ିବା ଘଟଣା ଉପରେ ଧ୍ୟାନ ଦେଇ, ଅଧ୍ଯକ୍ଷ ବିଦ୍ୟମାନ ସୁରକ୍ଷା ପ୍ରୋଟୋକଲ ଗୁଡ଼ିକର ସମୀକ୍ଷା କରିଥିଲେ I ଡଙ୍ଗାରେ ବସିବା ବା ମାତ୍ରେ ଯାତ୍ରୀମାନେ ଯେପରି ବାଧ୍ୟତାମୂଳକ ଭାବରେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବେ, ତାହା ସୁନିଶ୍ଚିତ କରିବା ଡଙ୍ଗା ନଙ୍କର ଦାୟିତ୍ବ ବୋଲି ବୈଠକରେ ଦର୍ଶାଯାଇଥିଲା । ଯାତ୍ରୀ କ୍ଷମତା ଅନୁସାରେ ନିୟମ ଅନୁଯାୟୀ, ସମସ୍ତ ଡଙ୍ଗାରେ ପର୍ଯ୍ୟାପ୍ତ ସଂଖ୍ୟକ ଲାଇଫ୍ ଜ୍ୟାକେଟ୍ କେଟ୍, ଲାଇଫ୍ ବୟ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ବହନ କରିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଚାଳକମାନ

କଡ଼ା ଅଚାନକ ଯାଞ୍ଚ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଚାଳକ କ୍ଷମତାଠାରୁ ଅଧିକ ଭାର ବହନ (ଓଭରଲୋଡିଂ ଡିଂ) କରୁଥିବାର ଧରାପଡ଼ନ୍ତି କିମ୍ବା ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଶୂଳକ ଭାବେ ବେ ଲାଇଫ୍ ଜ୍ୟାକେଟ୍ ପିନ୍ଧାଇବାରେ ବିଫଳ ହୁଅନ୍ତି, ନୂଅନ୍ତି, ତେବେ ସେମାନଙ୍କ ବିରେ ବିରୋଧରେ କଠୋର ଦଣ୍ଡବିଧାନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ଡଙ୍ଗା ଚାଳକମାନଙ୍କୁ ସହାୟତା କ କରିବା ପାଇଁ, 'ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା' ଅଧୀନରେ ସରକାର ଜୀବନ ରକ୍ଷାକାରୀ ଉପକରଣ (ଲାଇଫ୍ ବୟ, ଲାଇଫ୍ ଜ୍ୟାକେଟ୍ ଏବଂ ଅଗ୍ନି । ନି ନିର୍ବାପକ ଯନ୍ତ୍ର) ) ପ୍ରଦାନ କରୁଛନ୍ତି I ଏହି ଉପକରଣଗୁଡ଼ିକ ସରକାର ଡଙ୍ଗାଗୁଡ଼ିକୁ ବିନା ମୂଲ୍ୟରେ ଏବଂ ବେସରକାରୀ ଚାଳକମାନଙ୍କୁ ୯୫% ରିହାତି (subsidy) ରେ ଯୋଗାଇ ଦିଆଯାଉଛି ।

କୌଣସି ଡଙ୍ଗା ଡଙ୍ଗା ଯେପରି ସୁରକ୍ଷା ବଳୟରୁ ବାଦ୍ ନପଡ଼େ ତାହା ପର୍ଯ୍ୟଟନ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧ୍ଯକ୍ଷ ଅନୁରୋଧ କରିଲେ I ସୁନିଶ୍ଚିତ କରିବା ପାଇଁ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ବି ଏବଂ ଅନ୍ୟାନ୍ୟ ନ୍ୟାନ୍ୟ ବିଭାଗଗୁଡ଼ିକ ମଧ୍ୟରେ ତୁରନ୍ତ ତଥା ସମନ୍ବିତ

ଅନ୍ତର୍ଦେଶୀୟ ଜଳପଥରେ ଯାତାୟାତ କରୁଥିବା ନିଜର ନାଗରିକ ଏବଂ • ପର୍ଯ୍ୟଟକମାନଙ୍କ ସୁରକ୍ଷା ପ୍ରତି ଓଡ଼ିଶା ସରକାର ଗଭୀର ଭାବେ ପ୍ରତିଶ୍ରୁତିବଦ୍ଧ । ଅନ୍ତର୍ଦେଶୀୟ ଜଳପଥରେ ଏକ ନିରାପଦ ପରିବେଶ ସୃଷ୍ଟି କରିବା ପାଇଁ କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରିବାକୁ ସମସ୍ତ ହିତାକାରୀ, ଡଙ୍ଗା ଚାଳକ ଏବଂ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।