ଆଜିର ଦିନ ଚର୍ଚ୍ଚା

Sep 24, 2026 - 08:20
 2

ଆଜିର ଦିନ ଚର୍ଚ୍ଚା 

ଆଜି ସେପ୍ଟେମ୍ବର ମାସ ୨୪ ତାରିଖ ୨୦୨୬ ମସିହା (ଗୁରୁବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- ଶୁକ୍ଳପକ୍ଷ*

*ତିଥି- ତ୍ରୟୋଦଶୀ ରାତ୍ରି ଘ୧୧/୦୩ ଗତେ ଚତୁର୍ଦ୍ଦଶୀ*

*ନକ୍ଷତ୍ର- ଧନିଷ୍ଟା ଦିବା ଘ୧୧/୦୪ ଗତେ ଶତଭିଷା*

*ଚନ୍ଦ୍ର- କୁମ୍ଭ*

*ଯୋଗ- ଧୃତି*

*କରଣ - କୌଳବ*

*ସୌରମାସ- କନ୍ୟା ୦୮ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୦/୨୪

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୪୧

*ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୨/୦୩ ଗତେ ପଶ୍ଚିମେ*

*ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର*

*ତୁଳା ଓ କୁମ୍ଭ ରାଶି ର ଘାତବାର*

*ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା ଓ ବାରବେଳା - ଦିବା ଘ୦୨/୪୦ ଗତେ ଘ୦୫/୪୧ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୬ମଧ୍ୟେ ଓ ଘ୦୧/୪୦ ଗତେ ଘ୦୨/୩୯ ମଧ୍ୟେ ଓ ରାତ୍ରି ଘ୦୬/୨୭ ଗତେ ଘ୦୯/୪୧ ମଧ୍ୟେ ଓ ରାତ୍ରି ଘ୧୨/୦୪ଗତେ ଘ୦୩/୧୮ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଆଜି ବାଇଗଣ ଭକ୍ଷଣ ନିଷେଧ*