କନିଷ୍ଠ ଶିକ୍ଷକ ନିୟମିତ ହେଲେ...
କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ନିୟମିତ ଘୋଷଣା କଲେ ସରକାର
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
୨୦୨୩-୨୪ ବର୍ଷରେ ନିୟୋଜିତ କନିଷ୍ଠ ଶିକ୍ଷକ ନିୟମିତ ଘୋଷଣା
ଏଲିମେଣ୍ଟାରୀ କ୍ୟାଡର Level-V(A)ରେ ସହକାରୀ ଶିକ୍ଷକ ଘୋଷଣା
୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ନିୟମିତ ଦରମା ପାଇବେ