'କରୁର' ଘଟଣାରେ ସୁପ୍ରିମ କୋର୍ଟଙ୍କ ରାୟ...

Oct 13, 2025 - 14:47
 9
'କରୁର' ଘଟଣାରେ ସୁପ୍ରିମ କୋର୍ଟଙ୍କ ରାୟ...

ସେପ୍ଟେମ୍ବର ୨୭, ୨୦୨୫ରେ ହୋଇଥିବା କରୁର ଦଳାଚକଟା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ 

ଘଟଣାରେ ୪୧ ଜଣଙ୍କର ଜୀବନ ଯାଇଥିଲା

ଅନେକ ଆହତ ମଧ୍ୟ ହୋଇଥିଲେ

ଜେ କେ ମାହେଶ୍ୱରୀ ଏବଂ ଏନ ଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ମନୋନୀତ 

ତଦନ୍ତ ତଦାରଖ କରିବା ପାଇଁ ପୂର୍ବତନ ଏସସି ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗୀଙ୍କୁ ତାମିଲନାଡୁର ଦୁଇଜଣ ଆଇପିଏସ ଅଧିକାରୀଙ୍କୁ ନେଇ ଗଠିତ କମିଟି

କମିଟିର ମୁଖ୍ୟ ଭାବରେ ମନୋନୀତ ଅଧିକାରୀ, ଯାହା ରାଜ୍ୟର ମୂଳ ବାସିନ୍ଦା ନୁହଁନ୍ତି